ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍‌ ଯୋଗେ ସ୍କୁଲ୍‌ରୁ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ, ଅଧାରାସ୍ତାରେ ହେଲା ଦୁର୍ଘଟଣା

26/09/2022 at 1:47 PM

ପଦ୍ମପୁର ୨୬।୦୯ : ସ୍କୁଲ ବସ୍‌ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ପନ୍ଦରରୁ ଅଧିକ ଛାତଛାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଜେନିଥ ଦ ଲାଇନ୍ସ ଗୁରୁକୁଳର ଛାତ୍ରଛାତ୍ରୀମାନେ ବସ୍‌ ଫେରୁଥିଲେ । ଠିକ୍‌ ଏହି ସମୟରେ ଝାଙ୍କରପାଲି ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଯାହାଫଳରେ ବସ୍‌ରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।  

   Related Posts