Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ, ଡ୍ରାଇଭର ଓ ହେଲ୍‌ପର ଗୁରୁତର

3/11/2022 at 10:27 AM

ଜୟପୁର ୦୩।୧୧ : ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ୧୪ଟକିଆ ଟ୍ରକ ଜୟପୁରରୁ ବୋରିଗୁମ୍ମା ଅଭିମୁଖେ ଯାଉଥିଲା । ହେଲେ ଟ୍ରକଟି ଭାରସାମ୍ୟ ହରାଇ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଦୁର୍ଘଟଣାରେ ଶିକାର ହୋଇଥିଲା । ଗାଡିଟି ଏକ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଓ ହେଲ୍‌ପର ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

   Related Posts