GRS ପ୍ରଦ୍ୟୁମ୍ନ ଦାଶ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

Published By : Prameya-News7 Bureau | December 04, 2023 IST

ସମ୍ବଲପୁର ୦୪।୧୨: ସମ୍ବଲପୁର ଜିଲ୍ଲା ନାକଟିଦେଉଳରେ ରାସ୍ତାରୋକ । ଘୋଷରାମାଳ ପଞ୍ଚାୟତ ଜିଆରଏସ ପ୍ରଦ୍ୟୁମ୍ନ ଦାଶ ହତ୍ୟା ଘଟଣାରେ ଅଭିଯୁକ୍ତର ଗିରଫ ଦାବି କରି ରାସ୍ତାରୋକ କରିଛନ୍ତି ନାକଟିଦେଉଳବାସୀ । ଯାହାଫଳରେ ନାକଟିଦେଉଳରୁ ଅନୁଗୁଳ ଓ ଦେବଗଡକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।

wp:embed {"url":"https://www.prameyanews7.com/grs-deadbody-found-in-kuchinda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/grs-deadbody-found-in-kuchinda/
/wp:embed

ଗତ ୨୩ ତାରିଖରୁ ପ୍ରଦ୍ୟୁମ୍ନ ଦାଶଙ୍କୁ ହତ୍ୟା ହୋଇଥିବା ବେଳେ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଫଳରେ ପୂର୍ବ ଘୋଷଣା ମୁତାବକ ସୋମବାର ରାସ୍ତାରୋକ କରିଛନ୍ତି । ନଭେମ୍ବର ୨୨ ତାରିଖ ଘୋଷରାମାଳ ପଞ୍ଚାୟତ ଜିଆରଏସ ପ୍ରଦ୍ୟୁମ୍ନ ଦାଶ ଅଫିସ କାମରେ ବିଭିନ୍ନ ଗାଁକୁ ଯାଇଥିବା ବେଳେ ରାତିରେ ଆଉ ଘରକୁ ଫେରିନଥିଲେ । ଶେଷରେ ପରଦିନ ସକାଳୁ ବାଇକ ସହ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

wp:embed {"url":"https://www.prameyanews7.com/vicky-kaushal-poses-with-sachin-tendulkar-after-screening-of-sam-bahadur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vicky-kaushal-poses-with-sachin-tendulkar-after-screening-of-sam-bahadur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.