Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍‌କୁ ବିରୋଧ, ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ

22/08/2021 at 10:10 AM

ନବରଙ୍ଗପୁର ୨୨।୦୮ : ଗଛ ପକାଇ ରାସ୍ତା ଅବରୋଧ । ଉଦନ୍ତୀ  ମାଓ ଡିଭିଜିନ ପକ୍ଷରୁ ରାସ୍ତା ଅବେରାଧର କରାଯାଇଛି । ପୋଷ୍ଟର ବ୍ୟାନର ମାରି ରାସ୍ତକୁ ବନ୍ଦ କରିଛନ୍ତି ମାଓବାଦୀ । ଯାହାଫଳରେ ଉଭୟ ରାସ୍ତାରେ ଯାତାୟତ ଠପ୍‌ ହୋଇଛି ।

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍‌କୁ ବିରୋଧର କରି ପୋଷ୍ଟର ଓ ବ୍ୟାନର ମାରିଛନ୍ତି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ମଟର ଯାତାୟତ ଉପରେ ରୋକ ଲାଗିଛି ।  ଉଦନ୍ତୀ  ମାଓ ଡିଭିଜନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ମରା ଯାଇଛି।

   Related Posts