ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍‌କୁ ବିରୋଧ, ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ

Published By : Prameya-News7 Bureau | August 22, 2021 IST

ନବରଙ୍ଗପୁର ୨୨।୦୮ : ଗଛ ପକାଇ ରାସ୍ତା ଅବରୋଧ । ଉଦନ୍ତୀ  ମାଓ ଡିଭିଜିନ ପକ୍ଷରୁ ରାସ୍ତା ଅବେରାଧର କରାଯାଇଛି । ପୋଷ୍ଟର ବ୍ୟାନର ମାରି ରାସ୍ତକୁ ବନ୍ଦ କରିଛନ୍ତି ମାଓବାଦୀ । ଯାହାଫଳରେ ଉଭୟ ରାସ୍ତାରେ ଯାତାୟତ ଠପ୍‌ ହୋଇଛି ।

{"id":499472,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍‌କୁ ବିରୋଧର କରି ପୋଷ୍ଟର ଓ ବ୍ୟାନର ମାରିଛନ୍ତି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ମଟର ଯାତାୟତ ଉପରେ ରୋକ ଲାଗିଛି ।  ଉଦନ୍ତୀ  ମାଓ ଡିଭିଜନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ମରା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.