ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ ଭ୍ୟାନ; ୨ ଗୁରୁତର, ୩ ଆହତ

Published By : Prameya-News7 Bureau | November 11, 2018 IST

ରାୟଗଡ଼ା ୧୧/୧୧: ରାତି ୧ଟା ବେଳେ  ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତଗତ ଧୁବାଗୁଡି ନିକଟରେ ଏକ ମାକ୍ସିମା ଗାଡି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେବା ଫଳରେ ଗାଡିରେ ବସିଥିବା ୧୫ ଜଣଙ୍କ ମଧ୍ୟରୁ  ୧୨ ଜଣ ଗୁରୁତର ଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରୁ ଏକ କାଯ୍ୟକ୍ରମରେ ଯୋଗଦେଇ ଏମାନେ ଫେରିବା ବେଳେ ଏପରି ଦୁର୍ଘଟଣା ଘଟିଛି  ।  ଖବର ପାଇ ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି୍ କରିଛି ।  ସେମାନଙ୍କ ମଧ୍ୟରୁ ଗୁରୁତର ମାନଙ୍କୁ ରାୟଗଡା ଜିଲ୍ଲା  ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।  ଆହତମାନେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.