ଜଟଣୀ ଖୁଦୁପୁର ଛକରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା;୪ଜଣ ଆହତ
6/06/2018 at 5:43 AM

ବଡି ଭୋରରୁ ଜଟଣୀ ଖୁଦୁପୁର ଛକରେ ଦୁର୍ଘଟଣା । ୨ ଟ୍ରକ୍ ମୁହାଁମୁହିଁ ଧକ୍କା । ଏଥିରେ ୪ଜଣ ଆହତ ହୋଇଛନ୍ତି । ଖାଲି ଟ୍ରକଟି ଡିଭାଇଡର ଡେଇଁ ମାଛ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ୨ ଟ୍ରକ ଡ୍ରାଇଭର ଗୁରୁତର ହେ।ଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲେ।କେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ
31 March 2023