Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ବାଙ୍କି କଳାପଥର ଛକଠାରେ ବାଇକ୍ କୁ ପିଟିଲା ଟ୍ରକ;ମହିଳା ମୃତ

5/06/2018 at 5:18 AM

ବାଙ୍କି କଳାପଥର ଛକଠାରେ ବାଇକ୍ କୁ ପିଟିଲା ଟ୍ରକ । ବାଇକ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଦୀପ। ପ୍ରଧାନ । ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ସେ ତାଙ୍କ ସ୍ୱାମୀ ସହିତ ସକାଳ ସମୟରେ ବନ୍ଧୁ ଘରକୁ ଯାଉଥିବା ବେଳେ କଳାପଥର ଠାରେ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୈଦେଶ୍ୱର ପୋଲିସ ପଂହଁଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

   Related Posts