Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ବନ୍ଦ କଲେ ରାସ୍ତା

18/06/2019 at 7:47 PM

ସାନଖେମୁଣ୍ଡି୧୮|୬: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଛକ ନିକଟରେ ରାସ୍ତାଦୁର୍ଘଟଣା।ଜାନିବିଲି ର ୪୮ ବର୍ଷ ଦେବରାଜ ଗୌଡ଼ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ବାଇକ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହେଲା। ଯାହା ଫଳରେ ଉତ୍ୟକ୍ତ ଲୋକେ ସୋରଡା ଧରାକୋଟ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଥିଲେ।

   Related Posts