କାମାକ୍ଷାନଗରରେ ମର୍ମନ୍ତୁଦ ସଡ଼କ ଦିର୍ଘଟଣାରେ ୨ ମୃତ
23/09/2018 at 3:11 AM

କାମାକ୍ଷାନଗରରେ କାର୍-ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ । ସେମାନେ ହେଲେ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବରେଣୀ ଗାଁର ସିଦ୍ଧାନ୍ତ ପ୍ରଧାନ ଓ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପଳାଶଡାଙ୍ଗି ଗାଁର ସୁଶାନ୍ତ ପ୍ରଧାନ । ଭାଲୁମୁଣ୍ଡା ଛକ ନିଟଟରେ ଏମାନଙ୍କ ବାଇକକୁ ଏକ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ୍ ଯାଇ ସେମାନଙ୍କୁ ବୁଝାଶୁଝା କରାଇଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022