ମ୍ୟାରେଜ ପାଇଁ ବାନ୍ଦ୍ରା କୋର୍ଟରେ ପଞ୍ଜୀକରଣ ଆବେଦନ କଲେ ରିଚା ଏବଂ ଅଲି : ଏପ୍ରିଲରେ ବିବାହ
28/02/2020 at 11:47 AM

ମୁମ୍ବାଇ ୨୮/୨: ରିଚା ଚଡ୍ଢା ଏବଂ ଅଲି ଫଜଲଙ୍କ ବିବାହ ଏପ୍ରିଲ୍ ମାସରେ ହେବ। ପ୍ରଥମେ ଲକ୍ଷ୍ନୌରେ ତାଙ୍କର ବିବାହ ହେବ ଏହା ପରେ ଦିଲ୍ଲୀରେ ସେ ହିନ୍ଦୁ ରୀତିନୀତିରେ ବିବାହ କରିବେ। ଏହା ପରେ ମୁମ୍ବାଇରେ ରିସେପ୍ସନ୍ ଦେବେ।

ଏସବୁ ମଧ୍ୟରେ ଏବେ ଜଣାଯାଇଛି ଯେ ସେମାନେ ରୀତିନୀତିରେ ବିବାହ କରିବା ସହ କୋର୍ଟ ମ୍ୟାରେଜ କରିବେ। ଏଥିପାଇଁ ସେ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ପଞ୍ଜୀକରଣ କରିଛନ୍ତି। ଏହି ପଞ୍ଜୀକରଣ ଅନୁଯାୟୀ ଏମାନେ ଆଗାମୀ ୩ମାସ ମଧ୍ୟରେ କୋର୍ଟ ମ୍ୟାରେଜ କରିବେ।

Related Posts
୫ ଦିନରେ ୫୦୦ କୋଟି ପାର୍, ଶାହରୁଖଙ୍କ ପଠାନ୍ ଭାଙ୍ଗିଲା ରେକର୍ଡ
30 January 2023
ମ୍ୟୁଜିକ୍ କନସର୍ଟରେ ବଲିଉଡ୍ ଗାୟକ କୈଳାଶ ଖେର୍ଙ୍କ ଉପରେ ଆକ୍ରମଣ
30 January 2023