ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, କ୍ୟାବିନେଟ ଅନୁମୋଦନ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର ୧୭/୧୧: ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟା ଉପରେ ରୋକ୍ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନଭେମ୍ବର ୧୪ରେ ଜମି ହସ୍ତାନ୍ତର ନେଇ ହୋଇଥିଲା କ୍ୟାବିନେଟ୍ ନିଷ୍ପତ୍ତି । ସୂଚନା ଥାଉକି, କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍ ଲାଗିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । … Continue reading ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, କ୍ୟାବିନେଟ ଅନୁମୋଦନ ଉପରେ ଲାଗିଲା ରୋକ୍