କେନ୍ଦ୍ରାପଡ଼ା ୨୩/୧୧ : ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ଵର ଭସାଣୀ ବେଳେ ବାଣ ଫୁଟି ୩୦ ଆହତ। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଣ ଧରିଥିବା ଜଣେ ଲୋକ ଉପରେ ବାଣ ପଡି ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି। ଏଥିରେ ୫ ଜଣ ଶିଶୁ ଏହି ଅଘଟଣର ଶୀକାର ହୋଇଥିବା ଜଣାଯାଇଛି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...