କପିଲ୍‌ ଦେବଙ୍କ ଟିପ୍ପଣୀ ଉପରେ ଜବାବ ଦେଲେ ଜାଡ଼େଜା, କହିଲେ- ମତ ରଖନ୍ତୁ, ହେଲେ…

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ମତରେ ସମସ୍ତ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି। ଖେଳାଳିଙ୍କ ନିକଟରେ କୌଣସି ପ୍ରକାରର ଗର୍ବ କିମ୍ବ ଅହଙ୍କାର ନାହିଁ। ନିକଟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ କହିଥିଲେ, ଭାରତୀୟ ଦଳର ଖେଳାଳି ବହୁତ ଗର୍ବୀ ଏବଂ ଅହଙ୍କାରୀ ହୋଇ ଗଲେଣି। ସଂପ୍ରତି ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିଥିବା ବେଳେ ଦିନିକିଆ … Continue reading କପିଲ୍‌ ଦେବଙ୍କ ଟିପ୍ପଣୀ ଉପରେ ଜବାବ ଦେଲେ ଜାଡ଼େଜା, କହିଲେ- ମତ ରଖନ୍ତୁ, ହେଲେ…