IPS ସ୍ତରରେ ଅଦଳବଦଳ, ଆଇନଶୃଙ୍ଖଳା IG ପ୍ରବୀଣ କୁମାର ହେଲେ ଆଇଜି ପର୍ସନେଲ

Published By : Prameya-News7 Bureau | August 04, 2022 IST

ଭୁବନେଶ୍ବର ୪।: ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଯତୀନ୍ଦ୍ର କୋୟଲ ଆଇଜିପି, ପ୍ରୋଭିଜନିଙ୍ଗ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଏସ୍. ପ୍ରବୀଣ କୁମାର ଆଇଜିପି ପର୍ସନେଲ ଭାବେ ନିଯୁକ୍ତି ହୋଇଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଆଇଜି ଥିଲେ ।

ସେହିଭଳି ସଫିନ୍ ଅହମ୍ମଦ କେ. ଙ୍କୁ କ୍ରାଇମବ୍ରାଞ୍ଚ ୨ ଆଇଜିପି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସଫିନ୍ ଅହମ୍ମଦ ବର୍ତ୍ତମାନ ଏଚଆରପିସି ଆଇଜିପି ଦାୟିତ୍ବରେ ଅଛନ୍ତି ।

{"align":"center","id":665712,"sizeSlug":"large","linkDestination":"none"}
{"align":"center","id":665713,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.