oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

IPS ସ୍ତରରେ ଅଦଳବଦଳ, ଆଇନଶୃଙ୍ଖଳା IG ପ୍ରବୀଣ କୁମାର ହେଲେ ଆଇଜି ପର୍ସନେଲ

4/08/2022 at 10:14 AM

ଭୁବନେଶ୍ବର ୪।: ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା ଯତୀନ୍ଦ୍ର କୋୟଲ ଆଇଜିପି, ପ୍ରୋଭିଜନିଙ୍ଗ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଏସ୍. ପ୍ରବୀଣ କୁମାର ଆଇଜିପି ପର୍ସନେଲ ଭାବେ ନିଯୁକ୍ତି ହୋଇଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଆଇଜି ଥିଲେ ।

ସେହିଭଳି ସଫିନ୍ ଅହମ୍ମଦ କେ. ଙ୍କୁ କ୍ରାଇମବ୍ରାଞ୍ଚ ୨ ଆଇଜିପି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସଫିନ୍ ଅହମ୍ମଦ ବର୍ତ୍ତମାନ ଏଚଆରପିସି ଆଇଜିପି ଦାୟିତ୍ବରେ ଅଛନ୍ତି ।

   Related Posts