Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୮ଟି ଅଣ୍ଡା ଓଗାଳିଲା ସାପ; କୁକୁଡ଼ା ଭାଡ଼ିରୁ ନାଗ ଉଦ୍ଧାର

2/09/2022 at 12:30 AM

ଉଦଳା ୦୧/୦୯: ସାପଓଗାଳିଲାଅଣ୍ଡା। ଏଭଳିଚିତ୍ରକପ୍ତିପଦାବ୍ଲକସାନବିଶୋଳଗାଁରେ ଦେଖିବାକୁ ମିଳିଛି। ସାନବିଶୋଳଗାଁରଟୁନୁଦଣ୍ଡପାଟଙ୍କକୁକୁଡାଭାଡ଼ି ପାଖରେଏକନାଗସାପପଶିଥିବା ପରିବାରଲୋକେଦେଖିବାକୁପାଇଥିଲେ। ପରେସେମାନେ ସ୍ନେକଲାଇଫ୍ଲାଇନ୍ସଦସ୍ୟଙ୍କୁଖବରଦେଇଥିଲେ। ସ୍ନେକଲାଇଫ୍ଲାଇନସଦସ୍ୟଘଟଣାସ୍ଥଳରେପହଞ୍ଚି ସାପଟିକୁଉଦ୍ଧାରକରିଥିଲେ। ପରେସାପଟିଗିଳିଥିବା ଆଠଟି କୁକୁଡ଼ା ଅଣ୍ଡାଓଗାଳିଥିଲା। ସାପଟିଗିଳିଥିବା ୮ଟିକୁକୁଡ଼ା ଅଣ୍ଡାଓଗାଳିବାପରେଅକ୍ଷତଅବସ୍ଥାରେତାକୁଜଙ୍ଗଲରେଛଡ଼ା ଯାଇଛି। 

   Related Posts