କେବେ ହେବେ ଉଦ୍ଧାର ? : MUDDA
2/06/2018 at 1:49 PM

ଜୟପୁର ପଥର କ୍ୱାରୀରେ ୨ ଜଣ ଫସିଥିବା ଘଟଣାରେ ୩ ଦିନ ପରେ ହୋଇପାରିଲାଣି ଉଦ୍ଧାର | ୨ ଅପରେଟର ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁ | ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫ ଟିମ | ଜିଲ୍ଲା ପ୍ରଶାସନର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ |