ବିତିଗଲା ୬୫ ଘଣ୍ଟା ; ଉଦ୍ଧାର ହେଇପାରିଲେନି ୨ ଶ୍ରମିକ
3/06/2018 at 11:49 AM

ଜୟପୁର ରାଣୀଗଡ଼ ପଥର କ୍ଵାରିରେ ୨ ଶ୍ରମିକ ଫସି ରହିଥିବା ଘଟଣାକୁ ବିତିଲାଣି ୬୫ ଘଣ୍ଟା | ହେଲେ ଏବେ ଯାଇଁ ୨ ନିଖୋଜ ଶ୍ରମିକଙ୍କ ଖୋଜ ଖବର ମିଳିନାହିଁ | ସକାଳୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି | ୨ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଏନଡିଆରଏଫ ଟିମ ସୂଚନା ଦେଇଛନ୍ତି | ଡିଡି କନଷ୍ଟ୍ରକ୍ସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023