ହତ୍ୟାକାରି ପ୍ରେମିକର ସରିଲା ରିମାଣ୍ଡ ଅବଧି; ଆହୁରିି ୫ ଦିନ ପଚରାଉଚୁରା କରିବ ପୋଲିସ
10/12/2022 at 2:34 PM

କଣ୍ଟାବାଞ୍ଜି ୧୦/୧୨: ପ୍ରେମିକାକୁ ନିର୍ମମ ହତ୍ୟା କରିଥିବା ପ୍ରେମିକର ସଚିନ ଅଗ୍ରୱାଲ୍ର ସରିଲା ୪ ଦିନିଆ ରିମାଣ୍ଡ ସମୟ ସୀମା। ପୁଣି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ। ହତ୍ୟାରେ ବ୍ୟବହୃତ ଗାଡ଼ିକୁ ପୋଲିସ ଜବତ କରିଛି। ଏଥିରେ ଆହୁରି ୩ ଜଣଙ୍କ ସମ୍ପୃକ୍ତି ରହିଛି ବୋଲି କଣ୍ଟାବାଞ୍ଜି ଏସଡିପିଓ କହିଛନ୍ତି।

ଏହି ଅପରାଧିକ କାଣ୍ଡରେ ଉତ୍ତରପ୍ରଦେଶ ଓ ବିହାର୍ ଅଭିଯୁକ୍ତଙ୍କ ଲିଙ୍କ୍ ରହିଛି ବୋଲି ଲକ୍ଷ୍ମୀନାରାୟଣ ମାରାଣ୍ଡି କହିଛନ୍ତି। ସୂଚନା ଥାଉକି, ତୁରେକେଲା ଜଙ୍ଗଲ ପାଖରୁ ଯୁବତୀର ଅଧାପୋଡ଼ା ମୃତ ଦେହ ଉଦ୍ଧାର ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ସଚିନ ଗୁଳିକରି ହତ୍ୟାପରେ ମୃତଦେହକୁ ଜାଳି ଦେଇଥିଲେ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023