ରଦ୍ଦ ହେବ କି ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ!

Published By : Prameya-News7 Bureau | September 09, 2019 IST

ଭୁବନେଶ୍ବର ୯/୯: ରଦ୍ଦ ହେବ ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ । ବରଗଡ଼ର ଅନୀଲ ସ୍ବାମୀଙ୍କ କିଡନୀ କାଢ଼ି ନେବା ମାମଲାରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ ରଦ୍ଦ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ରେ ଆପୋଲୋ ହସ୍ପିଟାଲରେ ଅନିଲ ସ୍ବାମୀଙ୍କ କିଡନୀ କାଢ଼ି ନିଆଯାଇଥିଲା । ଏନେଇ ସେ ୨୦୧୬ରେ ସେ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.