oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରଦ୍ଦ ହେବ କି ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ!

9/09/2019 at 8:31 AM

ଭୁବନେଶ୍ବର ୯/୯: ରଦ୍ଦ ହେବ ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ । ବରଗଡ଼ର ଅନୀଲ ସ୍ବାମୀଙ୍କ କିଡନୀ କାଢ଼ି ନେବା ମାମଲାରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲର ପଞ୍ଜିକରଣ ରଦ୍ଦ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ରେ ଆପୋଲୋ ହସ୍ପିଟାଲରେ ଅନିଲ ସ୍ବାମୀଙ୍କ କିଡନୀ କାଢ଼ି ନିଆଯାଇଥିଲା । ଏନେଇ ସେ ୨୦୧୬ରେ ସେ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

   Related Posts