କେଉଁ ଜୋନରେ ରହିଛି ଓଡିଶାର କେଉଁ ଜିଲ୍ଲା ? ଦେଖନ୍ତୁ ତାଲିକା

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର ୧/୫:  ଲକଡାଉନକୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଛି । ତେବେ କରୋନା ପ୍ରଭାବ ଅନୁଯାୟୀ ଦେଶର ସମସ୍ତ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଭଳି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ଓଡିଶାରେ ରେଡ୍ ଜୋନରେ ତିନୋଟି ଜିଲ୍ଲା ରହିଥିବା ବେଳେ ଅରେଞ୍ଜରେ ୬ ଓ ଗ୍ରୀନ ଜୋନରେ ୨୧ଟି ଜିଲ୍ଲା ରହିଛି ।

wp:paragraph {"customTextColor":"#a3000a"}

ଯାଜପୁରରେଡ୍ ଜୋନ୍
ଭଦ୍ରକରେଡ୍ ଜୋନ୍
ବାଲେଶ୍ୱରରେଡ୍ ଜୋନ୍

wp:paragraph {"textColor":"luminous-vivid-orange"}

ଖୋର୍ଦ୍ଧା – ଅରେଞ୍ଜ ଜୋନ୍
ସୁନ୍ଦରଗଡ – ଅରେଞ୍ଜ ଜୋନ୍
କେନ୍ଦ୍ରାପଡା – ଅରେଞ୍ଜ ଜୋନ୍
କୋରାପୁଟ – ଅରେଞ୍ଜ ଜୋନ୍
ଢେଙ୍କାନାଳ – ଅରେଞ୍ଜ ଜୋନ୍
କଳାହାଣ୍ଡି – ଅରେଞ୍ଜ ଜୋନ୍

{"id":263253,"width":689,"height":442,"sizeSlug":"large"}
wp:paragraph {"customTextColor":"#25a300"}

କଟକଗ୍ରୀନ୍ ଜୋନ୍
ପୁରୀଗ୍ରୀନ୍ ଜୋନ୍
ଅନୁଗୁଳଗ୍ରୀନ୍ ଜୋନ୍
ବଲାଙ୍ଗୀରଗ୍ରୀନ୍ ଜୋନ୍
ବରଗଡଗ୍ରୀନ୍ ଜୋନ୍
ବୌଦ୍ଧଗ୍ରୀନ୍ ଜୋନ୍
ଦେଓଗଡଗ୍ରୀନ୍ ଜୋନ୍
ଗଜପତିଗ୍ରୀନ୍ ଜୋନ୍
ଗଞ୍ଜାମଗ୍ରୀନ୍ ଜୋନ୍
ଜଗତସିଂହପୁରଗ୍ରୀନ୍ ଜୋନ୍
ଝାରସୁଗୁଡାଗ୍ରୀନ୍ ଜୋନ୍
କନ୍ଧମାଳଗ୍ରୀନ୍ ଜୋନ୍
କେନ୍ଦୁଝରଗ୍ରୀନ୍ ଜୋନ୍
ମାଲକାନଗିରିଗ୍ରୀନ୍ ଜୋନ୍
ମୟୂରଭଞ୍ଜଗ୍ରୀନ୍ ଜୋନ୍
ନବରଙ୍ଗପୁରଗ୍ରୀନ୍ ଜୋନ୍
ନୟାଗଡ଼ଗ୍ରୀନ୍ ଜୋନ୍
ନୂଆପଡାଗ୍ରୀନ୍ ଜୋନ୍
ରାୟଗଡାଗ୍ରୀନ୍ ଜୋନ୍
ସମ୍ବଲପୁରଗ୍ରୀନ୍ ଜୋନ୍
ସୋନପୁରଗ୍ରୀନ୍ ଜୋନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.