ନୀଳରକ୍ତ କଙ୍କଡ଼ା
14/08/2018 at 11:19 PM

ନୀଳରକ୍ତ କଙ୍କଡ଼ା । ଅଶ୍ବଖୁରାକୃତି ଏହି କଙ୍କଡ଼ାର ରକ୍ତରୁ ବହୁ ବଡ଼ ବଡ଼ ରୋଗ ପାଇଁ ଔଷଧ ତିଆରି ହୋଇଥାଏ । ତେବେ ଏହି ଜୀବ ଏବେ ସଙ୍କଟରେ । ଆମ ରାଜ୍ୟର ଭଦ୍ରକ ଏବଂ ବାଲେଶ୍ବର ଉପକୂଳରେ ଦେଖିବାକୁ ମିଳୁଥିବା ଏହି କଙ୍କଡ଼ାଙ୍କ ସୁରକ୍ଷା ପାଇଁ ସଚେତନତାର ଆବଶ୍ୟକତା ରହିଛି ।
Related Posts
ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା
6 July 2022