ରାଜ୍ୟ ଜିଏସ୍‌ଟି ଆଦାୟରେ ରେକର୍ଡ, ଗତବର୍ଷ ଅପେକ୍ଷା ବୃଦ୍ଧି ହେଲା ୪୯ ପ୍ରତିଶତ

Published By : Prameya-News7 Bureau | November 02, 2021 IST

wp:heading {"level":4}

କଟକ, ୦୨।୧୧: ପୁଣିଥରେ ଦ୍ରବ୍ୟ ଏବଂ ସେବା କର ବା ଜିଏସ୍‌ଟି ଆଦାୟରେ ରେକର୍ଡ କରିଛି ରାଜ୍ୟ । ଅକ୍ଟୋବର ମାସରେ ଆଦାୟ ହୋଇଥିବା ଟ୍ୟାକ୍ସରେ ଗତବର୍ଷ ଅପେକ୍ଷା ୪୯ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୦ ମସିହା ଅକ୍ଟୋବର ମାସରେ ୨୪୨୮ କୋଟି ଟଙ୍କା ଆଦାୟ ହୋଇଥିଲା । ହେଲେ ଚଳିତ ଅକ୍ଟୋବର ମାସରେ ଏହା ୪୯ ପ୍ରତିଶତ ବୃଦ୍ଧି ପାଇଁ ୩୫୯୪.୩୪  କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଏକ ରେକର୍ଡ ସ୍ତରର ଟ୍ୟାକ୍ସ ଆଦାୟ । କଟକ ବାଣିଜ୍ୟ କର କମିଶନ୍‌ ପକ୍ଷରୁ ଏନେଇ ସୂଚନା

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.