ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ସେୟାରଗୁଡିକରେ ମୂଲ୍ୟ ବୃଦ୍ଧି ଫେରିବା ପରେ ଭାରତୀୟ ବଜାର ପୁଞ୍ଜି ମାମଲାରେ ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହୋଇଛି । ଭାରତୀୟ ଷ୍ଟକ୍ ମାର୍କେଟ୍ ଜାନୁଆରୀରେ ପଞ୍ଚମ ବୃହତ ସେୟାର ବଜାରର ମାନ୍ୟତା ହରାଇଥିଲା । ସେହି ସମୟରେ ଫ୍ରାନ୍ସ ଦୁନିଆର ପଞ୍ଚମ ସବୁଠୁ ବଡ଼ ସେୟାର ବଜାର ହୋଇଥିଲା । ଗୌତମ ଆଦାନୀଙ୍କ ନେତୃତ୍ୱଧୀନ ଆଦାନୀ ଗ୍ରୁପର ସେୟାରେ ମୂଲ୍ୟରେ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ନିବେଶ … Continue reading ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ