previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୨ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ଉପରତଳ ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୧୬୧୬୭ କରୋନା ପଜିଟିଭ୍
  • ||
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣା : ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ

24/06/2022 at 1:05 PM

କଟକ ୨୪।୬: କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ। କଟକ ଗ୍ରାମାଞ୍ଚଳ ଏସ୍‌ପି ଏନେଇ ସୁପାରିଶ କରିଛନ୍ତି । ଏହି ମାମଲାରେ ଆହତ ହୋଇଥିବା ଗୁଣନିଧି ବିଷୋୟୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି । ଗୁଣନିଧିଙ୍କୁ ଆକ୍ରମଣ କରିଥିବା ପୁତୁରା ସାଗର ବିଷୋୟୀ ଗିରଫ ହୋଇଛି। ଏ ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ପ୍ରତିକ୍ରିୟା ଦେଇଛନ୍ତି। ତେବେ ପୋଲିସର ନିଷ୍କ୍ରିୟତା ଅଭିଯୋଗ କରି ଗୁରୁବାର ଗୁଣନିଧି ଆତ୍ମାହୂତୀ ଉଦ୍ୟମ କରିଥିଲେ ।

   Related Posts