ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସୁପ୍ରିମ ଫୈସଲା ପରେ ନବୀନଙ୍କ ଟ୍ୱିଟ୍-‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ’

3/06/2022 at 12:49 PM

ଭୁବନେଶ୍ୱର ୦୩/୦୬: ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ସାମ୍ନାକୁ ଆସିଛି ନବୀନଙ୍କ ଟ୍ୱିଟ୍ । ସେ ଟ୍ୱିଟ ହିଁ ବୟାନ କରୁଛନ୍ତି ଏହା ସରକାରଙ୍କ ବିଜୟ । ସେ ଟ୍ୱିଟରେ କହିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

ଏପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଏହି ବିଜୟ ରାଜ୍ୟ ସରକାରଙ୍କର । ଦେବୀ କହିଛନ୍ତି ପୁରୀ ପରିକ୍ରମା ପ୍ରକଳ୍ପ ଲାଗି ସରକାର ଯେଉଁ କାର୍ଯ୍ୟ କରୁଛନ୍ତି, କରୁଥିଲେ ତାହା ଠିକ ବୋଲି ପ୍ରମାଣିତ ହୋଇଗଲା । ପରିକ୍ରମା କାର୍ଯ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ପୁରୀ ବିଧାୟକ ମଧ୍ୟ ଚାହୁଁଥିଲେ, ଆଜି ତାହା ସ୍ପଷ୍ଟ ହୋଇଗଲା । ରାଜ୍ୟ ସରକାର ଯାହା କରୁଛନ୍ତି ଠିକ ଭାବରେ କରୁଛନ୍ତି ।

   Related Posts