oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରାୟଗଡ଼। କଲ୍ୟାଣସିଂହପୁର ପାରସାଲିଠାରେ ଲାଗିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର

30/08/2018 at 1:13 PM

ରାୟଗଡ଼। କଲ୍ୟାଣସିଂହପୁର ପାରସାଲିଠାରେ ଲାଗିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ସଂଗଠନର ବାଶଧାରା-ଘୁମସୁର-ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଓ ପୋଷ୍ଟର ଲଗାଯାଇଛି । ଏଥିସହ ଏକ ପ୍ରଚାରପତ୍ର ମଧ୍ୟ ଲଗାଯାଇଥିବା ନଜରକୁ ଆସିଛି । ଠିକ ନିୟମଗିରି ପାହାଡର ପାଦ ଦେଶରେ ଲାଗିଛି ଏହି ବ୍ୟାନର, ପୋଷ୍ଟର ଓ ପ୍ରଚାରପତ୍ର । ଏଥିରେ ନିୟମଗିରି ପାହାଡକୁ ରାସ୍ତା ନିର୍ମ।ଣକୁ ବିରୋଧ କରାଯାଇଛି । ସେହିଭଳି ଗିରଫ ହୋଇଥିବା ବରବରା ରାଓ, ସୁଧା ଭରଦ୍ବାଜ, ଗୌତମ ନୌଲଖା, ଅରୁଣ ପେରାରା, ଭେରନୋନ ଗୋନସାଲଭେସ୍ ଙ୍କୁ ତୁରନ୍ତ ନିସର୍ତ୍ତରେ ଖଲାସ କରିବାକୁ ଦାବି କରାଯାଇଛି । ଏଥିସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି । ୯ଟି ସ୍ଥାନରେ ଏହି ବ୍ୟାନର, ପୋଷ୍ଟର ଓ ପ୍ରଚାରପତ୍ର ଲଗାଯାଇଥିବା ନଜରକୁ ଆସିବା ପରେ ପୋଲିସ ଓ ସିଆରପିଏଫ ଯବାନ ଘଟଣାସ୍ଥଳକୁ ଯାଇ ଏସବୁ ଜବତ କରିଛନ୍ତି ।

   Related Posts