ଇତିହାସ ରଚିଲେ ଜାଡେଜା, ଟେଷ୍ଟ କ୍ରିକେଟରେ ହେଲେ ଭାରତର ସବୁଠୁ ସଫଳ ବାମହାତୀ ସ୍ପିନର
ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଡବ୍ଲୁଟିସି ଫାଇନାଲ ମୁକାବିଲାରେ ଇତିହାସ ରଚିଛନ୍ତି । ସେ ପୂର୍ବତନ ସ୍ପିନର ବିଶନ ସିଂ ବେଦୀଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟ୍ ଇତିହାସରେ ଭରାତ ପାଇଁ ସବୁଠୁ ସଫଳ ବାମହାତୀ ସ୍ପିନର ହୋଇଛନ୍ତି । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ଶତକ ମାରିଥିବା ଦୁଇ ଦେଖାଳିଙ୍କୁ ପାଭେଲିୟନ ପଠାଇଥିଲେ । ଷ୍ଟିଭ ସ୍ମଥ୍ (୩୪) ଏବଂ ଡ୍ରାଭିସ୍ ହେଡ୍ … Continue reading ଇତିହାସ ରଚିଲେ ଜାଡେଜା, ଟେଷ୍ଟ କ୍ରିକେଟରେ ହେଲେ ଭାରତର ସବୁଠୁ ସଫଳ ବାମହାତୀ ସ୍ପିନର
Copy and paste this URL into your WordPress site to embed
Copy and paste this code into your site to embed