ରେଭେନ୍ସାରେ ଖୁବଶୀଘ୍ର ଉଠିବ ସାଇନ-ଡାଏ
11/05/2018 at 3:59 AM

ରେଭେନ୍ସାରେ ଖୁବଶୀଘ୍ର ଉଠିବ ସାଇନ-ଡାଏ । ଏନେଇ ରେସିଡେନ୍ସିଆଲ କମିଟି ବୈଠକ ବସିବ । କୁଳପତିଙ୍କ ସମ୍ମିଳନୀ କକ୍ଷରେ ବସିବ ବୈଠକ । ଗତକାଲି ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନ୍ଦେ।ଳନରୁ ଓହରିଥିଲେ । କୁଳପତିଙ୍କ ସହ ଛାତ୍ର କ୍ରିୟାନୁଷ୍ଠାନ କମିଟିର ୫ଜଣ ସଦସ୍ୟ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । ଠିକ୍ ସମୟରେ ପରୀକ୍ଷା ଓ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ବାହାରିବ । ରେଭେନ୍ସା ଷ୍ଟାଫ୍ କାଉନସିଲ୍ ବୈଠକ ପରେ କୁଳପତିଙ୍କ ସୂଚନା ସମାଧାନର ସଙ୍କେତ ଦେଇଥିଲା ।