Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ତେଜିଲା ରତ୍ନଭଣ୍ଡାର ଚାବି ରାଜନୀତି

11/06/2018 at 8:28 AM

ତେଜିଲା ରତ୍ନଭଣ୍ଡାର ଚାବି ରାଜନୀତି । ରତ୍ନ ଭଣ୍ଡାର ଚାବିକୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା କରୁଛି ବିଜେପି । ଜିଲ୍ଲା ମୁଖ୍ୟାଳୟ ଓ ସବଡିଭିଜନ ମୁଖ୍ୟାଳୟରେ ଚାଲିଛି ବିକ୍ଷୋଭ । କାଲିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ହେବ, ଏତଲା ଦିଆଯିବ । ଏଥି ସହ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବାକୁ ବିଜେପି ଘୋଷଣା କରିଛି । ଚାବି ହଜିବା ଓ ରତ୍ନଭଣ୍ଡାର ସମ୍ପତି ସୁରକ୍ଷାକୁ ନେଇ ପ୍ରଶ୍ନ ଓଡିଆ ଭାବବେଗକୁ କୁଠାରଘାତ କରୁଥିବା ବେଳେ  ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ବିଜେପି  ପ୍ରଶ୍ନ କରିଛି। ସେପଟେ ବିଜେପିର ଜନଜାଗରଣ କାର୍ଯ୍ୟକ୍ରମକୁ ବିଜେଡି କଡା ନିନ୍ଦା କରିଛି । ଭକ୍ତଙ୍କ ଭାବାବେଗକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛି ଦଳ । ଜଗନ୍ନାଥଙ୍କ ପ୍ରତି କେହି ଅନ୍ୟାୟ କରିପାରିବେ ନାହିଁ, ସେଥିପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିବା ବିଜେଡି ଯୁକ୍ତି ରଖିଛି ।

Leave a Reply

   Related Posts