ସୋନପୁର ୧୨।୭: ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ଗଡିଲାନି ରଥ । କରୋନା କଟକଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହୋଇଛି । ପାତାଳୀ ଶ୍ରୀକ୍ଷେତ୍ରରେ କେବଳ ବିଧି ରକ୍ଷା ନିମନ୍ତେ ନିତୀକାନ୍ତି କରାଯାଇଛି ।
{"id":479427,"width":747,"height":411,"sizeSlug":"large","linkDestination":"none"}ବିନା ଭକ୍ତରେ ସୀମିତ ପୂଜକରେ ମହାପ୍ରଭୁଙ୍କୁ ବାହାର କରାଯିବା ସହ ମଣ୍ଡପରେ ସ୍ଥାପନ କରାଯାଇଥିଲା । ସେଠାରେ ଅସ୍ଥାୟୀଭାବେ ମାଉସୀ ମନ୍ଦିର କରି ମହାପ୍ରଭୁଙ୍କୁ ରଖାଯାଇଛି । ଭକ୍ତ ବିନା ଛଳିଆ ପାହାଡ ଖାଁ ଖାଁ ଲାଗୁଛି ।
{"id":479428,"width":748,"height":411,"sizeSlug":"large","linkDestination":"none"}