ଶୃଂଖଳିତ ରଥଯାତ୍ରା ନେଇ ସମୀକ୍ଷା ବୈଠକ
5/06/2018 at 7:30 AM

ରଥଯାତ୍ରା ସୁରକ୍ଷା ଚିନ୍ତା । ଶୃଂଖଳିତ ରଥଯାତ୍ରା ନେଇ ସମୀକ୍ଷା ବୈଠକ । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବୈଠକ ବସିଛି । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକରେ ଶୃଂଖଳିତ ରଥଯାତ୍ରା ନେଇ ଆଲେ।ଚନା କରାଯାଉଛି । ବୈଠକରେ ଗୁଇନ୍ଦା ବିଭାଗ, NDRF, CRPF, RPFର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ବସିଛି |