ରଥଯାତ୍ରୀ ସମୀକ୍ଷା ବୈଠକ ଶେଷ ; ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ

Published By : Prameya-News7 Bureau | July 11, 2018 IST

ରଥଯାତ୍ରୀ ସୁରକ୍ଷା ନେଇ ଚାଲିଥିବା ସମୀକ୍ଷା ବୈଠକ ଶେଷ...ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା... ରଥଯାତ୍ରାରେ ନିୟୋଜିତ ହେବେ ୧୪୦ ପ୍ଲାଟୁନ ଫୋର୍ସ ...ଏହାସହ ୧୦୦୦ ପୋଲିସ ଅଧିକାରୀ ଓ ୨୦୦୦ ହୋମଗାର୍ଡ ନିୟୋଜିତ ହେବେ...ପୁରୀ ସହର ସମେତ ଜାତୀୟ ରଜପଥରେ ୨୦୦ ସିସିଟିଭି ଲଗାଯିବ...କୋଷ୍ଟାଲ ଏରିଆରେ କୋଷ୍ଟଗାର୍ଡ ମୁତୟନ କରାଯିବ...ପୁରୀ ସହରକୁ ନୋ ଫ୍ଲାଇଙ୍ଗ ଜୋନ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.