Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

1/05/2018 at 9:58 AM

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ …ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି … ମୁତୟନ ହେବେ ଆରପିଏଫ ଏବଂ ଓଡିଶା କ୍ବିକ୍ ଆକ୍ସନ ଫୋର୍ସ …ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା …ରଥଯାତ୍ରା ଓ ସ୍ନାନଯାତ୍ରାକୁ ଶୃଂଖଳିତ କରିବାକୁ ବୈଠକରେ ଗୁରୁତ୍ବ ….ମହିଳାଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯିବ …. ମହିଳାଙ୍କ ସୁରକ୍ଷା ପାଇଁ ସାଧା ପୋଷାକରେ ବ୍ୟାପକ ପୋଲିସ ମୃତୟନ ରହିବେ …ରଥଯାତ୍ରା ଓ ବାହୁଡା ସମୟରେ କେନ୍ଦ୍ରୀୟ ରାପିଡ୍ ଆକ୍ସନ ଫୋର୍ସ ଓ ଓଡିଶା କ୍ବିକ୍ ଆକ୍ସନ ଫୋର୍ସ ମୃତୟନ ହେବେ…..ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ସମୀକ୍ଷା ବୈଠକ କରାଯିବ….

Leave a Reply

   Related Posts