vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

1/05/2018 at 9:58 AM

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ …ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି … ମୁତୟନ ହେବେ ଆରପିଏଫ ଏବଂ ଓଡିଶା କ୍ବିକ୍ ଆକ୍ସନ ଫୋର୍ସ …ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା …ରଥଯାତ୍ରା ଓ ସ୍ନାନଯାତ୍ରାକୁ ଶୃଂଖଳିତ କରିବାକୁ ବୈଠକରେ ଗୁରୁତ୍ବ ….ମହିଳାଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯିବ …. ମହିଳାଙ୍କ ସୁରକ୍ଷା ପାଇଁ ସାଧା ପୋଷାକରେ ବ୍ୟାପକ ପୋଲିସ ମୃତୟନ ରହିବେ …ରଥଯାତ୍ରା ଓ ବାହୁଡା ସମୟରେ କେନ୍ଦ୍ରୀୟ ରାପିଡ୍ ଆକ୍ସନ ଫୋର୍ସ ଓ ଓଡିଶା କ୍ବିକ୍ ଆକ୍ସନ ଫୋର୍ସ ମୃତୟନ ହେବେ…..ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ସମୀକ୍ଷା ବୈଠକ କରାଯିବ….

Leave a Reply

   Related Posts