ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ନିୟୋଜିତ ହେବେ ଓଡିଶା ସ୍ବିଫ୍ଟ ଆକ୍ସନ ଫୋର୍ସ
5/06/2018 at 9:45 AM

ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ ଥର ନିୟୋଜିତ ହେବେ ଓଡିଶା ସ୍ବିଫ୍ଟ ଆକ୍ସନ ଫୋର୍ସ
୨ କମ୍ପାନୀ ରା଼ପିଡ଼ ଆକ୍ସନ ଫୋର୍ସ ସଜାଗ ରହିବେ
ଶ୍ରୀମନ୍ଦିରର ୧ହଜାର ଫୁଟ ଉପରେ ଓ ୫କି:ମି ପରିଧି ମଧ୍ୟରେ ବିମାନ ଚଳାଚଳ କଟକଣା