AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଦମ୍ପତ୍ତିଙ୍କୁ ପୋଡି ମାରିବାକୁ ଉଦ୍ୟମ ଘଟଣା, ଅଭିଯୁକ୍ତ ଗିରଫ ଦାବିରେ ରାସ୍ତା ଅବରୋଧ

13/12/2022 at 10:17 AM

ଦମ୍ପତ୍ତିଙ୍କୁ ପୋଡି ମାରିବାକୁ ଉଦ୍ୟମ

ଉଦଳା ୧୩/୧୨: ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇ ଦମ୍ପତ୍ତିଙ୍କୁ ପୋଡି ମାରିବାକୁ ଉଦ୍ୟମ ଘଟଣା । ଅଭିଯୁକ୍ତ ଗିରଫ ଦାବିରେ ରାସ୍ତା ଅବରୋଧ । ଉଦଳା-ଠାକୁରମୁଣ୍ଡା ରାସ୍ତାର ପୋଡାଡିହା ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ଥାଉକି, କପ୍ତିପଦା ଥାନା ନୁଆସାହି ଗ୍ରାମରେ ଗତ ୨୭ ତାରିଖ ରାତିରେ ଦମ୍ପତ୍ତିଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ସ୍ୱାମୀ ଏବଂ ସ୍ତ୍ରୀ ଚିକିତ୍ସିତ ହେଉଥିବା ବେଳେ ଗତ ୮ ତାରିଖ ସ୍ୱାମୀ ଅର୍ଜୁନ ଦଣ୍ଡପାଟଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତକୁ ଧରିବାରେ କପ୍ତିପଦା ପୋଲିସ ବିଫଳ ହେବାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

   Related Posts