ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ; କଳହରେ ପୂର୍ଣ୍ଣଛେଦ ପଡ଼ିବ

3/02/2023 at 11:15 PM

ମେଷ – ଦିନଟି ରେ ଆପଣ ମଧ୍ୟମ ଫଳ ପ୍ରାପ୍ତ କରିବେ । ଦେଇଥିବା ଧନ ରାଶି ଆଜି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ପରିବାରରେ ପରସ୍ପର ମଧ୍ୟ ରେ କଳହ ଲାଗିପାରେ । ବ୍ୟବସାୟ ରେ ସମ୍ଭ୍ରମତା ରଖିଲେ ଅଧିକ ଲାଭ ପାଇ ପାରିବେ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।


ବୃଷ – ଆଜି ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ ।ମନ ଉସ୍ଥାହିତ ରହିବା ସହ ପ୍ରଫୁଲ୍ଲ ଚିତ୍ତ ରେ କାର୍ଯ୍ୟ କରିବେ । କାର୍ଯ୍ୟ କରିବା ସମୟରେ ଧ୍ୟାନ ର ସହ କରନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟ ରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟ ରେ ଯୋଗଦାନ ଦେବେ ।


ମିଥୁନ – ମାଲିମାକୋଦ୍ଦମ ରେ ଜୟଯୁକ୍ତ ହେବେ । କିଛି କାର୍ଯ୍ୟ କୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ି ପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି କଠିନ ହୋଇ ପାରେ।


କର୍କଟ – କାହା ଉପରେ ଭରସା କରିବା ପୂର୍ବରୁ ଥରେ ନିଶ୍ଚିନ୍ତ ଭାବି ନିଅନ୍ତୁ । ଉଚ୍ଚ ପଦ ପଦବୀ ରେ ସମ୍ମାନିତ ହେବେ । ନୂତନ ଆବେଦନ ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଦିନଟି ଶୁଭ ହେବ । ଗରିବ ଙ୍କ ସେବା ରେ କିଛି ଧନ ଦାନ ଦେଲେ ଦିନଟି ଆହୁରି ଶୁଭ ଦାୟକ ହେବ । ବ୍ୟବସାୟରେ ବିତ୍ତ ବୃଦ୍ଧି ହେବ ।


ସିଂହ – ଆଜି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ ।ଦିନଟି ବ୍ୟସ୍ତ ବହୁଳତା ରେ କଟିବ। ପରିବାର ରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।


କନ୍ୟା – ଚାକିରି ରେ ମତଭେଦ ସୃଷ୍ଟି ହେବ । ପୂର୍ବରୁ ଲାଗି ରହିଥିବା ସମସ୍ୟା ର ଆଜି ସମାଧାନ ର ବାଟ ଦେଖାଯିବ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମହୋଲ୍ ରହିବ । ଛାତ୍ର ଛାତ୍ରୀ ମାନେ ନୂତନ ପ୍ରୟାସ ରେ ନିଜକୁ ସାମିଲ କରିବେ । ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବେ ।


ତୁଳା – ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି।ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀ ଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।ଛାତ୍ର ଛାତ୍ରୀ ମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।


ବିଛା – ଧନ ସମ୍ପତ୍ତି ପ୍ରାପ୍ତି ର ଯୋଗ ରହିଛି । ମାଲି ମକୋଦ୍ଦମା ରେ ଜୟଯୁକ୍ତ ହେବେ । ଦାନ ଧର୍ମ ରେ ନିଜ ସମୟ କୁ ଅତିବାହିତ କରିବେ । ସ୍ବାସ୍ଥ୍ୟ ଅବସ୍ଥା ସ୍ୱଚ୍ଛଳ ରହିବ ।ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଏତେ ଭଲ ସାବ୍ୟସ୍ତ ହେବ ନାହିଁ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ ।


ଧନୁ – ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟି ପାରେ ।ଆୟ ଠାରୁ ବ୍ୟୟ ଅଧିକ ପରିମାଣ ରେ ହେବ ।ପୁରୁଣା ବନ୍ଧୁ ଙ୍କୁ ପାଇ ଖୁସି ଅନୁଭବ କରିବେ ।ଶାରୀରିକ ଓ ମାନସିକ ଅବସ୍ଥା ଏତେ ଭଲ ରହିବ ନାହିଁ ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।ଦମ୍ପତି ଙ୍କ ମଧ୍ୟ ରେ ସାମାନ୍ୟ କଳହ ଦେଖା ଦେଇ ପାରେ ।

ମକର – ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯଥେଷ୍ଟ ସମ୍ଭାବନା ରହିଛି । ବୟୋଜ୍ୟେଷ୍ଠ ଙ୍କ ଠାରୁ ସମ୍ମାନ ଓ ଆଶୀର୍ବାଦ ମିଳିବ । ଅଧା ରହିଥିବା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବେ । ପରିବାରରେ କୌଣସି ସଦସ୍ୟ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ – ଦୁର୍ଜନ ଙ୍କ ଠାରୁ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ । ପରିବାରରେ ଆପଣଙ୍କୁ ଅବହେଳିତ ହେବାକୁ ପଡ଼ି ପାରେ । ଅତିଥି ଚର୍ଯ୍ୟା ରେ ସମୟ ଅତିବାହିତ କରିବେ ।ହେବାକୁ ଥିବା କାର୍ଯ୍ୟ ଆଜି ଅଟକି ରହି ଯାଇ ପାରେ । ନିବେଶ ପାଇଁ ଦିନଟି ସଂପୂର୍ଣ୍ଣ ଖରାପ ରହିଛି । ଭାବିଚିନ୍ତି ନିବେଶ କରନ୍ତୁ ।କିଛି ଭଲ ସୂଚନା ଆଜି ଆପଣଙ୍କୁ ମିଳିପାରେ ।

ମୀନ – ଶରୀରରେ ସାମାନ୍ୟ ପୀଡା ଅନୁଭବ ହୋଇପାରେ ।ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମ ରେ ଦିନଟି କଟିବ । ବ୍ୟବସାୟ ରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।ବହୁ ସମୟରୁ ଲାଗି ରହିଥିବା କଳହ ର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ।

   Related Posts