ମଙ୍ଗଳବାରର ରାଶିଫଳ

Published By : Prameya-News7 Bureau | September 09, 2019 IST

ମେଷ– ପୂଜାପାଠରେ ଆପଣଙ୍କ ମନ ଅଧିକଲାଗିରହିବ।ଜୀବନରେସକାରାତ୍ମକ ପରିବର୍ତ୍ତନ ଆସିବ।ବ୍ୟବସାୟିକକାର୍ଯ୍ୟଲାଗି ଭଲ ଦିନଟିଏ। ଆପଣଙ୍କୁକୌଣସିମହତ୍ୱପୂର୍ଣ୍ଣସମାଚାରମିଳିବ।ପ୍ରେମରେସଫଳହେବେ।ଶୁଭରଙ୍ଗବାଦାମୀ।ଶୁଭ ଅଙ୍କ ୧।
ବୃଷ–କାମ ପ୍ରତି ଆପଣଙ୍କର ପରିଶ୍ରମ ଆଗକୁଲାଭ ଦେବ। ଆପଣଙ୍କୁକୌଣସିବିଶେଷ କଥାରସୂଚନାମିଳିବ। ଅଫିସରେକୌଣସିକାମକୁନେଇଚିନ୍ତନ ମନ୍ଥନ କରିପାରନ୍ତି।ପ୍ରେମୀ ଯୁଗଳଙ୍କଲାଗି ଦିନଟି ଭଲ ରହିବ।ଶୁଭରଙ୍ଗହଳଦୀଆ।ଶୁଭ ଅଙ୍କ ୮।
ମିଥୁନ -ଦିନଟିବୁଲିବାରେ ଅଧିକସମୟକଟିବ।ମହତ୍ୱପୂର୍ଣ୍ଣମାମଲାରେବନ୍ଧୁଙ୍କସହିତ କଥାବାର୍ତ୍ତାହେବେ।ବେପାରିବର୍ଗଙ୍କୁ ଅଚାନକ ଧନଲାଭହୋଇପାରେ। ଆପଣଙ୍କ ଦାମ୍ପତ୍ୟଜୀବନ ଭଲ ରହିବ।ଲେଖାପଢାରେସାଥୀଙ୍କସାହାର୍ଯ୍ୟମିଳିବ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୪।
କର୍କଟ– ଆପଣଙ୍କଜୀବନ ଲାଗିସଫଳତାର ଦିନଟିଏ। ମନ ଚାହୁଁଥିବାକଂପାନିରେଚାକିରିମିଳିବାହେତୁଖୁସିହେବେ।କାରବାରରେ ଆପଣଙ୍କୁ ଫାଇଦା ହେବ। ପରିବାରରେଲାଗିରହିଥିବାସମସ୍ୟାରସମାଧାନ ହୋଇପାରେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।
ସିଂହ- ଆମଦାନୀ ପାଇଁ ନୂଆରଣନୀତି ପ୍ରସ୍ତୁତକରିବେ। ଅନୁଭବୀଙ୍କଠାରୁସାହାର୍ଯ୍ୟମିଳିପାରେ। ଅଫିସକାମକୁ ପୂରାକରିବାରେସକ୍ଷମହେବେ।କୌଣସିସଂପର୍କିୟଙ୍କସହିତମିଳନରଯୋଗରହିଛି। ଆଇନ୍‍ଛାତ୍ରଙ୍କଲାଗିବଢିଆରହିବ।ଶୁଭରଙ୍ଗକଫି।ଶୁଭ ଅଙ୍କ ୨।
କନ୍ୟା –ଦିନଚର୍ଯ୍ୟାରେ ପରିବର୍ତ୍ତନକରିବାଲାଗିଭାବି ପାରନ୍ତି।ବ୍ୟବସାୟ ସମ୍ବନ୍ଧରେ ଯାତ୍ରାକରିବାକୁ ପଡିପାରେ। ଅବଶ୍ୟକତା ଅନୁସାରେଖର୍ଚ୍ଚକରନ୍ତୁ।ସ୍ୱାସ୍ଥ୍ୟ ସମ୍ବନ୍ଧରେସଚେତରହନ୍ତୁ।ଛାତ୍ରଙ୍କୁସିନିୟରଙ୍କସହଯୋଗମିଳିବ।ଶୁଭରଙ୍ଗଲାଲ୍‍।ଶୁଭ ଅଙ୍କ ୬।
ତୁଳା- ଆର୍ଥିକମାମଲା ପାଇଁ ଦିନଟିଭଲ।ବ୍ୟବସାୟକ୍ଷେତ୍ରରେ ଥିବାବ୍ୟକ୍ତିବିଶେଷଙ୍କଲାଗି ଧନ ଲାଭରସୁଯୋଗରହିଛି। ଅଫିସରେକର୍ତ୍ତୃପକ୍ଷଙ୍କ ଭଲ ସହଯୋଗମିଳିବ। ନୂଆ ପରିଯୋଜନା ପୂରାକରିବାରେସଫଳହେବେ।ଶୁଭରଙ୍ଗଲାଲ୍‍।ଶୁଭ ଅଙ୍କ ୧।
ବିଛା–ବ୍ୟବସାୟୀଙ୍କ ପାଇଁ ଦିନଟିଲାଭପ୍ରଦ। ଆପଣଭାବିଥିବାକାମ ପୂରାହୋଇପାରେ।କାହାରିକୁକିଛି ଦେବାରଯୋଜନାକରିବେ। ପରିବାରରସବୁ ସଦସ୍ୟଙ୍କମଧ୍ୟରେପ୍ରେମବଢିବ। ଅବିବାହିତଙ୍କଲାଗିବିବାହର ନୂଆ ପ୍ରସ୍ତାବ ଆସିବ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୯।
ଧନୁ - ଦିନଟି ଆତ୍ମବିଶ୍ୱାସରେଭରାରହିବ।କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ।ଜୀବନସାଥୀଙ୍କସହଯୋଗରେ ଆପଣଙ୍କୁଲାଭମିଳିବ।ସ୍ୱାସ୍ଥ୍ୟ ଭଲ ରହିବ।ଶୁଭରଙ୍ଗହଳଦୀଆ।ଶୁଭ ଅଙ୍କ ୪।
ମକର– ଧାର୍ମିକକାର୍ଯ୍ୟରେସହଯୋଗକରନ୍ତୁ, ସବୁସମସ୍ୟାରସମାଧାନହୋଇଯିବ। ନୂଆଲୋକଙ୍କସହିତମିଶିବେ।ବ୍ୟବସାୟରେସଫଳତା ଓ ଲାଭ ପାଇଁ ପରିଶ୍ରମ ଅଧିକକରିବାକୁ ପଡିବ। ଯାତୟାତସମୟରେସାବଧାନତା ଅବଲମ୍ବନ କରନ୍ତୁ।ଶୁଭରଙ୍ଗବାଦାମୀ।ଶୁଭ ଅଙ୍କ ୭।
କୁମ୍ଭ -ଆପଣ ନିଜକୁସୁସ୍ଥସବଳ ଅନୁଭବକରିବେ।କିଛିମହତ୍ୱପୂର୍ଣ୍ଣଲୋକଙ୍କସହିତସଂପର୍କହେବ।ଜୀବନରେ ଆଗକୁବଢିବା ପାଇଁ ନୂଆରାସ୍ତାଖୋଲିବ।ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।ପ୍ରେମ ସମ୍ବନ୍ଧ ମଜଭୁତହେବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୨।
ମୀନ - ଆପଣଙ୍କରମାନସିକଶାନ୍ତିବଜାୟରହିବ। ଆପଣକୌଣସି ନୂଆକାମ ପାଇଁଯୋଜନା ପ୍ରସ୍ତୁତକରିପାରନ୍ତି।ରାଜନୀତିରେସାକ୍ଷାତ୍‍ ଆଲୋଚନା ଭଲ ରହିବ। ଆର୍ଥିକରୂପେ ଆପଣମଜଭୁତବଜାୟରହିବେ।ଶୁଭରଙ୍ଗଗାଢଲାଲ୍‍।ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.