କାଶୀପୁର କସନାଦୋରା ଗାଁରେ ଅଭାବନୀୟ ଘଟଣା, ଠିକାଦାର ତଥା କଂଗ୍ରେସ ନେତାଙ୍କୁ ହତ୍ୟା

ରାୟଗଡ଼ା ୦୯/୦୬: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ କସନାଦୋରା ଗାଁ ନିକଟରେ ଘଟିଛି ଅଭାବନୀୟ ଘଟଣା । ଠିକାଦାର ତଥା କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଦୁର୍ବୃତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ … Continue reading କାଶୀପୁର କସନାଦୋରା ଗାଁରେ ଅଭାବନୀୟ ଘଟଣା, ଠିକାଦାର ତଥା କଂଗ୍ରେସ ନେତାଙ୍କୁ ହତ୍ୟା