LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଙ୍ଗନବାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ:ନା ମାନେ ନା

7/06/2018 at 9:41 AM

ଅଙ୍ଗନବାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ । ପ୍ରତିବାଦ କରିବାରୁ ପୀଡିତାଙ୍କ ସ୍ବାମୀଙ୍କୁ ଅଭିଯୁକ୍ତ ମାଡ ମାରିଥିବା ଅଭିଯେ।ଗ । ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସେମିଲିକିଆ ଗାଁରେ । ଅଙ୍ଗନବାଡି କର୍ମୀ ଏକୁଟିଆ ରାସ୍ତାରେ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିଥଲେ ନାଏବ ସରପଞ୍ଚ ।

ତେବେ ପୀଡିତା କୌଶଳକରି ସେଠାରୁ ଖସି ଆସି ସ୍ବାମୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ତେବେ ପୁଣି ଥରେ ସ୍ବାମୀଙ୍କ ସହ ଅଙ୍ଗନଓ।ଡି କେନ୍ଦ୍ରକୁ ଗଲା ବେଳେ ତାଙ୍କ ସ୍ବାମୀଙ୍କୁ ମାଡ ମାରିଥିଲା ଅଭିଯୁକ୍ତ । ମାଡ ମାରିବା ସହ ସେମାନଙ୍କ ବାଇକ୍ କୁ ଭଙ୍ଗାରୁଜା କରୁଥିବା ଅଭିଯେ।ଗ ହେ।ଇଛି । ଏମିତିକି ଗାଁକୁ ଆସିଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଛି ଅଭିଯୁକ୍ତ । ଏନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

   Related Posts