ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ରଞ୍ଜିତା, ଧରିଲେ ମନ ମଣିଷର ହାତ

ଭଦ୍ରକ ୨୯।୦୫ : ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ରଞ୍ଜିତା । ରିଲ୍‌ରେ ବିବାହିତ ଭାବେ ଅଭିନୟ କରୁ କରୁ ରିଅଲ ଲାଇଫ୍‌ରେ ବିବାହ କରିଛନ୍ତି ଟେଲି ଅଭିନେତ୍ରୀ ରଞ୍ଜିତା ସେନାପତି । ବେଶ୍‌ ଧୁମ୍‌ଧୁମରେ ସରିଛି ଅଭିନେତ୍ରୀଙ୍କ ବିବାହ । ଏକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ମେଗା ଧାରାବାହିକରେ ତନୁଜା ଖୁଡି ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ରଞ୍ଜିତା ସେନାପତି । ଏହି ଚରିତ୍ରରେ ବିବାହିତାର ଭୂମିକାରେ ଅଭିନୟ କରୁଥିବା ବେଳେ ଏବେ ରିଅଲ ଲାଇଫ୍‌ରେ … Continue reading ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ରଞ୍ଜିତା, ଧରିଲେ ମନ ମଣିଷର ହାତ