suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାଣୀ ପଣ୍ଡା କମ୍ପାଇଲେ ମଞ୍ଚ, ଛୋଟ ପୋଷାକରେ ନାଚିଲେ- ଖଣ୍ଡଗିରି ନୁହେଁ କଣ୍ଟିଲୋ ମାଘ ମେଳାରେ

13/02/2020 at 4:30 PM

ଭୁବନେଶ୍ୱର ୧୩।୦୨ – ରାଣୀ ପଣ୍ଡା ଯାତ୍ରାରେ ତାଙ୍କ ଜଲବା ଦେଖାଇଛନ୍ତି ।

ଖଣ୍ଡଗିରି ମାଘ ମେଳାରେ ରାଣୀ ପଣ୍ଡା ଓ ସଚ୍ଚିଦାନନ୍ଦ ନିଷେଧ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ନାଚର ଜଲଓ୍ୱା ଏବେ କଣ୍ଟିଲୋରେ ଦେଖିବାକୁ ମିଳିଛି। ରାତି ସହ ତାତି ବି ବଢୁଛି ।

ଯାତ୍ରା ପେଣ୍ଡାଲ ଉପରେ ରାଣୀଙ୍କ ନାଚ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀଙ୍କ ପ୍ରଶଂସକଙ୍କ ଭିଡ ଜମୁଛି ।

ଅଶୀଳ୍ଲ ନାଚ ତ ହେଉନି । ତଥାପି ଛୋଟ କପଡାରେ ଲାଇଭ୍‌ ନୃତ୍ୟ । କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଛନ୍ତି ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି ।

   Related Posts