ରାଣୀ ପଣ୍ଡା କମ୍ପାଇଲେ ମଞ୍ଚ, ଛୋଟ ପୋଷାକରେ ନାଚିଲେ- ଖଣ୍ଡଗିରି ନୁହେଁ କଣ୍ଟିଲୋ ମାଘ ମେଳାରେ
13/02/2020 at 4:30 PM

ଭୁବନେଶ୍ୱର ୧୩।୦୨ – ରାଣୀ ପଣ୍ଡା ଯାତ୍ରାରେ ତାଙ୍କ ଜଲବା ଦେଖାଇଛନ୍ତି ।

ଖଣ୍ଡଗିରି ମାଘ ମେଳାରେ ରାଣୀ ପଣ୍ଡା ଓ ସଚ୍ଚିଦାନନ୍ଦ ନିଷେଧ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ନାଚର ଜଲଓ୍ୱା ଏବେ କଣ୍ଟିଲୋରେ ଦେଖିବାକୁ ମିଳିଛି। ରାତି ସହ ତାତି ବି ବଢୁଛି ।

ଯାତ୍ରା ପେଣ୍ଡାଲ ଉପରେ ରାଣୀଙ୍କ ନାଚ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀଙ୍କ ପ୍ରଶଂସକଙ୍କ ଭିଡ ଜମୁଛି ।

ଅଶୀଳ୍ଲ ନାଚ ତ ହେଉନି । ତଥାପି ଛୋଟ କପଡାରେ ଲାଇଭ୍ ନୃତ୍ୟ । କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଛନ୍ତି ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍ ହୋଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023