ମଣିପୁରୀ ମଡେଲ୍ ଏବଂ ଅଭିନେତ୍ରୀଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ରଣଦୀପ ହୁଡ୍ଡା : ୪ବର୍ଷ ହେବ କରୁଥିଲେ ଡେଟ୍
5/03/2020 at 3:37 PM

ମୁମ୍ବାଇ ୫/୩: ରଣଦୀପ ହୁଡ୍ଡା ନିଜ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଲିନ୍ ଲେଶରାମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଲିନ୍,ପ୍ରିୟଙ୍କା ଚୋପ୍ରା ଅଭିନୀତ ‘ମ୍ୟାରିକମ’ରେ ମଧ୍ୟ ନଜର ଆସି ସାରିଛନ୍ତି। ରଣଦୀପ ଏବଂ ଲିନ୍ ୨୦୧୬ମସିହାରୁ ରିଲେସନଶିପରେ ଅଛନ୍ତି। ୪ବର୍ଷ ଡେଟ୍ କରିବା ପରେ ସେମାନେ ବିବାହ କରିବାକୁ ଯାଉଛନ୍ତି।

ଗର୍ଲଫ୍ରେଣ୍ଡ ଲିନଙ୍କୁ ସେ ପରିବାର ସହ ଦେଖା କରାଇବାକୁ ହରିୟାଣା ଆଣିବାକୁ ଯିବେ। ମଡେଲ୍ ଏବଂ ଅଭିନେତ୍ରୀ ଲିନ୍ ହିନ୍ଦୀ ଫିଲ୍ମ ‘ଉର୍ମିକା’,‘ରେଙ୍ଗୁନ’ ଏବଂ ‘ଅବା ମାରିୟା’ରେ ମଧ୍ୟ କାମ କରି ସାରିଛନ୍ତି।

Related Posts
ବଦଳିଲା ପୁଣି ଶକୁନ୍ତଳମ୍ର ରିଲିଜ୍ ଡେଟ୍, ନିରାଶ ହେଲେ ଫ୍ୟାନ୍ସ
8 February 2023
ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍
7 February 2023