୪୭ ବର୍ଷରେ ବିବାହ କରିବେ ରଣଦୀପ୍‌, ଦୀର୍ଘଦିନର ଗର୍ଲଫ୍ରେଣ୍ଡ ସହ ନେବେ ସାତଫେରା

ମୁମ୍ଵାଇ ୦୬।୧୧: ଚଳିତ ମାସରେ ବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ସାତ ଫେରା ନେବେ। ବିବାହ ମୁମ୍ଵାଇରେ ନୁହେଁ ଆଉ କେଉଁ ଜାଗାରେ ହେବ । କୁହାଯାଉଛି ଯେ, ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ । ତେବେ ରଣଦୀପ କେଉଁ ତାରିଖରେ ଏବଂ କେଉଁଠି ବିବାହ କରିବେ ତାହା ଜଣାପଡ଼ିନାହିଁ। ଗଣମାଧ୍ୟମଠାରୁ ନିଜ ବ୍ୟକ୍ତିଗତ ଜୀବନ … Continue reading ୪୭ ବର୍ଷରେ ବିବାହ କରିବେ ରଣଦୀପ୍‌, ଦୀର୍ଘଦିନର ଗର୍ଲଫ୍ରେଣ୍ଡ ସହ ନେବେ ସାତଫେରା