ନୀତେଶଙ୍କ ରାମାୟଣରେ ଲିଡ୍‌ରେ ନଜର ଆସିବେ ରଣବୀର ଏବଂ ଆଲିଆ, ରାବଣ ହେବେ ଏହି ସୁପରଷ୍ଟାର

ମୁମ୍ଵାଇ ୦୯।୦୬: ବର୍ତ୍ତମାନ କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ସବୁଆଡେ ଚର୍ଚ୍ଚା ହେଉଛି। ଏହି ସମୟ ମଧ୍ୟରେ ଖବର ଆସୁଛି ଯେ ନୀତେଶ ତିୱାରୀ ମଧ୍ୟ ‘ରାମାୟଣ’ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଫିଲ୍ମଟି ଦୀର୍ଘ ସମୟ ଧରି ଆଲୋଚନାରେ ଥିଲା । ଏଥି ସହିତ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ ବୋଲି କୁହାଯାଉଛି। ବଡ ଅପଡେଟ୍ ହେଉଛି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ … Continue reading ନୀତେଶଙ୍କ ରାମାୟଣରେ ଲିଡ୍‌ରେ ନଜର ଆସିବେ ରଣବୀର ଏବଂ ଆଲିଆ, ରାବଣ ହେବେ ଏହି ସୁପରଷ୍ଟାର