ଆସୁଛି The India house, କାର୍ତ୍ତିକେୟ-୨ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ସହ ନଜର ଆସିବେ ରାମଚରଣ

ମୁମ୍ଵାଇ ୨୯।୦୫: ଟଲିଉଡର ସୁପରଷ୍ଟାର ରାମ ଚରଣ। ବର୍ତ୍ତମାନ ସେ ସେହି ସସ୍‌ପେନ୍ସରୁ ପରଦା ହଟାଇଛନ୍ତି। ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଯାହାକୁ ନେଇ ସମସ୍ତେ ଅପେକ୍ଷା କରି ରହିଥିଲେ। ନିକଟରେ ଆରଆରଆର ତାରକା ରାମ ଚରଣ ତେଲୁଗୁ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଖିଲ ସିଦ୍ଧାର୍ଥ ତାଙ୍କ ଅପକମିଂ ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। କେବଳ ଏତିକି ନୁହେଁ କାର୍ତ୍ତିକେୟ … Continue reading ଆସୁଛି The India house, କାର୍ତ୍ତିକେୟ-୨ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ସହ ନଜର ଆସିବେ ରାମଚରଣ