ସ୍ୱିମିଂ ଫଟୋ ସେୟାର କଲେ ରାକୁଲପ୍ରୀତ, ୟୁଜର ଲେଖିଲେ- ‘ପାଣିରେ ନିଆଁ ଲାଗିଗଲା’

Published By : Prameya-News7 Bureau | March 09, 2020 IST

ମୁମ୍ବାଇ, ୦୯|୦୩:   ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ନିଜ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଥାନ୍ତି ସେଥିରେ ୟୁଜରମାନେ ରିଆକ୍ସନ ଦେଇଥାନ୍ତି। ସେ ସାଉଥ ସହ ବଲିଉଡ ମୁଭିରେ ମଧ୍ୟ ନିଜ ଜଲଓ୍ୱା ଦେଖାଇଛନ୍ତି। ସେ ନିକଟରେ ସ୍ୱିମିଂ ପୁଲରେ ଏନଜୟ କରୁଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ୮ଲକ୍ଷରୁ ଅଧିକ ୟୁଜର ଲାଇକ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B7vKQuGB4hU/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B7vKQuGB4hU/?utm_source=ig_embed
/wp:core-embed/instagram

ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି ଯେ, ବିନା ଖୁସିରେ କଟିଥିବା ଗୋଟିଏ ଦିନ ବେକାର ହୋଇଥାଏ। ଏହାର ଉତ୍ତରରେ କିଛି ୟୁଜର ଆପଣଙ୍କ ଗୀତ ବିନା ଗୋଟିଏ ଦିନ ବେକାର ବୋଲି ଲେଖିଛନ୍ତି। କିନ୍ତୁ ଅଧିକାଂଶ ୟୁଜର ସ୍ୱିମିଂପୁଲରେ ତାଙ୍କ ଅନ୍ଦାଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। କିଛି ୟୁଜର ରାକୁଲ ପାଣିରେ ନିଆଁ ଲଗାଇ ଦେଇଥିବା ଲେଖିଛନ୍ତି।

wp:core-embed/instagram {"url":"https://www.instagram.com/p/B7Kzn0kBB_l/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B7Kzn0kBB_l/?utm_source=ig_embed
/wp:core-embed/instagram

ରାକୁଲ ନିଜ କ୍ୟାରିୟର କନ୍ନଡ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ସେ ତାମିଲ ଓ ତେଲୁଗୁ ଫିଲ୍ନମରେ ଅଭିନୟ କରିଥିଲେ ସୁଦ୍ଧା ବଲିଉଡରେ ମଧ୍ୟ ତାଙ୍କର ଅନେକ ଫ୍ୟାନ ରହିଛନ୍ତି। ସେ ୟାରିଆଁ ଓ ଦେଦେ ପ୍ୟାର ଦେରେ ଅଭିନୟ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.