ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସ୍ୱିମିଂ ଫଟୋ ସେୟାର କଲେ ରାକୁଲପ୍ରୀତ, ୟୁଜର ଲେଖିଲେ- ‘ପାଣିରେ ନିଆଁ ଲାଗିଗଲା’

9/03/2020 at 9:01 PM

ମୁମ୍ବାଇ, ୦୯|୦୩:   ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ନିଜ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଥାନ୍ତି ସେଥିରେ ୟୁଜରମାନେ ରିଆକ୍ସନ ଦେଇଥାନ୍ତି। ସେ ସାଉଥ ସହ ବଲିଉଡ ମୁଭିରେ ମଧ୍ୟ ନିଜ ଜଲଓ୍ୱା ଦେଖାଇଛନ୍ତି। ସେ ନିକଟରେ ସ୍ୱିମିଂ ପୁଲରେ ଏନଜୟ କରୁଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ୮ଲକ୍ଷରୁ ଅଧିକ ୟୁଜର ଲାଇକ କରିଛନ୍ତି।

ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି ଯେ, ବିନା ଖୁସିରେ କଟିଥିବା ଗୋଟିଏ ଦିନ ବେକାର ହୋଇଥାଏ। ଏହାର ଉତ୍ତରରେ କିଛି ୟୁଜର ଆପଣଙ୍କ ଗୀତ ବିନା ଗୋଟିଏ ଦିନ ବେକାର ବୋଲି ଲେଖିଛନ୍ତି। କିନ୍ତୁ ଅଧିକାଂଶ ୟୁଜର ସ୍ୱିମିଂପୁଲରେ ତାଙ୍କ ଅନ୍ଦାଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। କିଛି ୟୁଜର ରାକୁଲ ପାଣିରେ ନିଆଁ ଲଗାଇ ଦେଇଥିବା ଲେଖିଛନ୍ତି।

ରାକୁଲ ନିଜ କ୍ୟାରିୟର କନ୍ନଡ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ସେ ତାମିଲ ଓ ତେଲୁଗୁ ଫିଲ୍ନମରେ ଅଭିନୟ କରିଥିଲେ ସୁଦ୍ଧା ବଲିଉଡରେ ମଧ୍ୟ ତାଙ୍କର ଅନେକ ଫ୍ୟାନ ରହିଛନ୍ତି। ସେ ୟାରିଆଁ ଓ ଦେଦେ ପ୍ୟାର ଦେରେ ଅଭିନୟ କରିଛନ୍ତି।

 

   Related Posts