ରକୁଲ୍‌ ପ୍ରୀତ୍‌ କିଣିଲେ ବିଳାଶପୂର୍ଣ୍ଣ କାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୦୯।୦୯: ବଲିଉଡର ସୁନ୍ଦର ଅଭିନେତ୍ରୀ ରକୁଲ ପ୍ରୀତ ସିଂ। ତାଙ୍କ କାର କଲେକସନ୍‌ରେ ଆଉ ଏକ ଚକମକ୍‌ ଦାମୀ ଗାଡି ସାମିଲ୍‌ ହୋଇଛି । ରକୁଲ ନିଜେ ନିଜକୁ ବିଳାଶପୂର୍ଣ୍ଣ କାର ଉପହାର ଦେଇଛନ୍ତି। ତାଙ୍କ ଖୁସିର କୌଣସି ସୀମା ନାହିଁ । ଅଭିନେତ୍ରୀ ୨୦୦୯ରେ କନ୍ନଡ ଚଳଚ୍ଚିତ୍ର ଗିଲି ସହିତ ଅଭିନୟ ଆରମ୍ଭ କରିଥିଲେ । ପରେ ସେ ଦେ ଦେ ପ୍ୟାର ଦେ, କଟପୁଟଲି, ୟାରିୟାନ୍, ଥାଙ୍କ ଗଡ, ଡାକ୍ତର ଜୀ, ବୁ, … Continue reading ରକୁଲ୍‌ ପ୍ରୀତ୍‌ କିଣିଲେ ବିଳାଶପୂର୍ଣ୍ଣ କାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ