LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩୦୦ ବର୍ଷ ପରେ ପଡ଼ିଛି ରାଜଯୋଗ, ଏହି ୪ଟି ରାଶି ହେବେ ମାଲାମାଲ୍

9/04/2023 at 11:02 AM

ମୁମ୍ଵାଇ ୦୯।୦୪: ବର୍ତ୍ତମାନ ସମୟରେ ସୂର୍ଯ୍ୟ ମଙ୍ଗଳ ଓ ଶନି ଭଳି ବଡ ବଡ ଗ୍ରହର ସ୍ଥିତି ଭଲ ଅଛି। ଏଭଳି ପରିସ୍ଥିତିରେ ବହୁତ ଲାଭକାରୀ ରାଜଯୋଗ ନିର୍ମାଣ ହେଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଓ ଶନି ବିଶେଷ ସ୍ଥିତି ନବପମଞ୍ଚ ରାଜଯୋଗ ସୃଷ୍ଟି କରିଛି।  ଏହା ଶୁଭ ଦିନ ପ୍ରାୟତଃ ୩୦୦ ବର୍ଷ ପରେ ହୋଇଛି । ତେବେ  ମଙ୍ଗଳ ମିଥୁନ ରାଶି ଓ କୁମ୍ଭ ରାଶିରେ ଅଛି । ଶନିରୁ ମଙ୍ଗଳ ପଞ୍ଚମ ଓ ମଙ୍ଗଳରୁ ଶନି ନବମ ହୋଇଥିବାରୁ ନବମପଞ୍ଚମ ରାଜଯୋଗ ହୋଇଛି।

ମେଷ ରାଶି- କ୍ୟାରିୟର ଓ ବ୍ୟବସାୟରେ ମେଷ ରାଶି ଖୁବ୍‌ ଶୀର୍ଷକୁ ଯିବ । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମିଥୁନ ରାଶି- ଏହି ସମୟରେ ମିଥୁନର ପଦନ୍ନୋତି ପାଇଁ ଶୁଭ ହୋଇପାରେ । ଆୟ ଓ ବ୍ୟୟ ଦୁଇଟି ସୁନ୍ତୁଳିତ ରହିବ । ଏହି ରାଶିର ଲୋକମାନଙ୍କ ଭାଗ୍ୟ ତାଙ୍କର ପୁରା ସାଥ୍‌ ଦେବ । ନିଜ ନିଜ ପରିଶ୍ରମରେ ଖୁବ୍‌ ଧନ ପ୍ରାପ୍ତି କରିବେ । ବ୍ୟାଙ୍କ ବାଲାନ୍ସ ଭଲ ରହିବ । ପରିବାର ସଦସ୍ୟର ପୁରା ସହଯୋଗ ମଧ୍ୟ ମିଳିବ।

କର୍କଟ ରାଶି- ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ଯେକୌଣସି ପ୍ରକାରର ଇଚ୍ଛା ପୁରା ହେବ । କୌଣସି ପୂରୁଣା ନିବେଶର ବଡ ଲାଭ ମିଳିପାରେ ।

କନ୍ୟା ରାଶି- ଏହି ରାଶି ବ୍ୟକ୍ତିଙ୍କର ଆୟ ବୃଦ୍ଧି ହେବ । ବ୍ୟବସାୟ ଓ ପ୍ରପୋଟିରେ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ଓ ପରିବାରରେ ଖୁସି ଭରି ଯିବ । ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଯେମିତିକି ପୂଜା ପାଠ ବିବାହ କିମ୍ଵା ମାନସିକର ଉତ୍ସବ ହେବ ।

   Related Posts