oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବସ ଚଳାଚଳ

14/03/2022 at 6:02 PM

ଭୁବନେଶ୍ୱର ୧୪/୦୩ : ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ସମସ୍ତ  ବସ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଯାତ୍ରୀ ନେବା ଉପରେ ଲାଗିଲା କଟକଣା । ବସଷ୍ଟାଣ୍ଡ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା ବାଧ୍ୟତା ମୂଳକ କରାଯାଇଛି । ଏହି ଗାଇଡ ଲାଇନ ଉଲଂଘନ ହେଲେ ଦେବାକୁ ପଡ଼ିବ ଜୋରିମାନା । ଏହି ସବୁ ବ୍ୟବସ୍ଥାର ଅନୁଧ୍ୟାନ କରିବେ ଏନଫୋର୍ସମେଣ୍ଟ ଟିମ ।

   Related Posts