ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବସ ଚଳାଚଳ

Published By : Prameya-News7 Bureau | March 14, 2022 IST

ଭୁବନେଶ୍ୱର ୧୪/୦୩ : ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ସମସ୍ତ  ବସ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଯାତ୍ରୀ ନେବା ଉପରେ ଲାଗିଲା କଟକଣା । ବସଷ୍ଟାଣ୍ଡ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା ବାଧ୍ୟତା ମୂଳକ କରାଯାଇଛି । ଏହି ଗାଇଡ ଲାଇନ ଉଲଂଘନ ହେଲେ ଦେବାକୁ ପଡ଼ିବ ଜୋରିମାନା । ଏହି ସବୁ ବ୍ୟବସ୍ଥାର ଅନୁଧ୍ୟାନ କରିବେ ଏନଫୋର୍ସମେଣ୍ଟ ଟିମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.