Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସୁପାରୀ କିଲର୍ ଲିଙ୍କ୍ ଘଟଣାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମଲ୍ଲିକ ଗିରଫ

13/12/2021 at 3:14 PM

ଭୁବନେଶ୍ୱର ୧୩।୧୨: ନୟାପଲ୍ଲୀ ସୁପାରୀ କିଲର ଲିଙ୍କ୍ ଘଟଣାର ପର୍ଦ୍ଦଫାସ । ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମଲ୍ଲିକଙ୍କୁ ଗିରଫ କଲା ପୋଲିସ । ଗଣମାଧ୍ୟମ କମ୍ପାନୀର ମିଛ ପରିଚୟ ପତ୍ର ଦେଇ କରୁଥିଲା ବେପାର । ରାଜେନ୍ଦ୍ରଙ୍କ ନିକଟରୁ ଏକାଧିକ ଏଟିଏମ୍ କାର୍ଡ, ଦାମୀ କାର୍, ଜାଲ ପରିଚୟ ପତ୍ର, ବିପୁଳ ଟଙ୍କା ଜବତ ହୋଇଛି ।

ଖବର ଅନୁଯାୟୀ, ରାଜେନ୍ଦ୍ରଙ୍କ ଲୋକ ଗତ ୨୬ ତାରିଖରେ ନୟାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ହତ୍ଯା କରିବାକୁ ଆସିଥିଲେ । ଏହି ସମୟରେ ମାଡି ବସିଥିଲା ନୟାପଲ୍ଲୀ ଥାନା ପୋଲିସ । ସୁପାରୀ କିଲରଙ୍କୁ ୨ ଥର ରିମାଣ୍ଡରେ ନେବା ପରେ ଅନେକ ତଥ୍ୟ ହାସଲ କରିଛି ପୋଲିସ । ଆଉ ଏବେ ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଛି । ରାଜେନ୍ଦ୍ର ନିକଟରୁ ୨୦ ମୋବାଇଲ, ୫୦ଟି ଏଟିଏମ୍ କାର୍ଡ, ୫ ଲକ୍ଷ ୨୨ ହଜାର ଟଙ୍କା, ୪ ଲାପଟପ ଜବତ କରିଛି । ଏହାସହିତ ଅନେକ ଜାଲ ଦସ୍ତାବିଜ ମଧ୍ୟ ଜବତ ହୋଇଛି ।

   Related Posts